ପ୍ରିୟ ବନ୍ଧୁଗଣ,
ଆସନ୍ତା ଅଗଷ୍ଟ ୧୫, ୨୦୨୫, ସ୍ୱାଧୀନତା ଦିବସ ଅବସରରେ ଲୋହିଆ ଏକାଡ଼େମୀ ଓ ସମଧ୍ୱନି ସାଂସ୍କୃତିକ ସଂଗଠନର ମିଳିତ ସହଯୋଗରେ “ସ୍ୱାଧୀନତାର ସଙ୍ଗୀତ” ଶୀର୍ଷକରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସମଧ୍ୱନି ସାଂସ୍କୃତିକ ଦଳର ଆବାହକ, ଯୁବ ଭାଓଲିନ ବାଦକ ଜ୍ୟୋତିପ୍ରକାଶ ସାହୁ ଓ ତାଙ୍କ ସାଥିମାନେ ଏହି କାର୍ଯ୍ୟକ୍ରମରେ ଗୃପ ଭାଓଲିନ ବାଦନ ପ୍ରସ୍ତୁତ କରିବେ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିବେ ।
ସମଧ୍ୱନି ତରଫରୁ ୨୦୨୫ ମସିହା, ଏପ୍ରିଲ ୧ ତାରିଖରେ ଘୋଷଣା କରାଯାଇଥିବା “ଆମ ଗାଁ ଆମ ଜୀବନ” ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ନାମ କାର୍ଯ୍ୟକ୍ରମରେ ପ୍ରକାଶ କରାଯିବ । ଶେଷରେ ପ୍ରଫେସର ବୀରେନ୍ଦ୍ର ନାୟକ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆପଣମାନେ “ସ୍ୱାଧୀନତାର ସଙ୍ଗୀତ” ଶୁଣିବା ସହିତ ଗାଁ’କୁ ନେଇ ଆରମ୍ଭ ହୋଇଥିବା “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମକୁ ଆଗେଇନେବା ପାଇଁ ଆମକୁ ଉତ୍ସାହିତ କରିବେ ବୋଲି ଆଶା ଓ ବିଶ୍ୱାସ।
ଇତି,
ସମାଧ୍ୱନି ସାଂସ୍କୃତିକ ସଂଗଠନର ସଦସ୍ୟବୃନ୍ଦ ଓ ଲୋହିଆ ଏକାଡ଼େମୀ ପରିବାର
କାର୍ଯ୍ୟସୂଚୀ :
ସ୍ଥାନ – ଲୋହିଆ ଏକାଡେମୀ
ସମୟ – ସନ୍ଧ୍ୟା ୫ଟା
ତାରିଖ – ୧୫ ଅଗଷ୍ଟ, ୨୦୨୫
@everyone
@highlight
#culture
#IndependenceDay
#CulturalCelebration Dear Independence cultural program titled "Swadhinatara Sangeeta" collaboration between Lohia Academy and the Samadhwani Cultural Organization. As part the event, Samadhwani's cultural team will present violin performance medley patriotic songs, led talented young and During program, also officially announce the names students who participated the Ama Jeevan" competition, which launched 2025 evening will conclude inspiring address Professor Birendra Nayak, directed students. warmly invite you join us community. presence will meaningful also encourage us cantered initiative, Gaan Ama this celebration freedom only make the event carry forward our village- With warm regards, The Samadhwani Cultural Organization Lohia Venue: Lohia Academy (Evening)
Also check out other Music events in Bhubaneswar, Entertainment events in Bhubaneswar, Contests in Bhubaneswar.