ଶ୍ରାବଣ ଜଳଯାତ୍ରା ୨୦୨୫, 3 August | Event in Jagatsinghpur | AllEvents

ଶ୍ରାବଣ ଜଳଯାତ୍ରା ୨୦୨୫

ବଟ ଓଁକାରେଶ୍ୱର ସେବକ

Highlights

Sun, 03 Aug, 2025 at 08:30 am

Dhuanpur

Advertisement

Date & Location

Sun, 03 Aug, 2025 at 08:30 am - Mon, 04 Aug, 2025 at 04:30 pm (IST)

Dhuanpur

Jagatsinghpur, India

Save location for easier access

Only get lost while having fun, not on the road!

About the event

ଶ୍ରାବଣ ଜଳଯାତ୍ରା ୨୦୨୫
ଆସନ୍ତା ସୋମବାର 04/08/2025 ବୋଲବମ୍ ଭକ୍ତ କରିବେ ମହାଦେବଙ୍କୁ ଜଳଲାଗି 🔱
କେଉଁ ପବିତ୍ର ଜଳସ୍ରୋତ🏞️ରୁ ଶୁଦ୍ଧପୁତ ମନ ଓ ଶରୀର ସହ ଜଳପୂର୍ଣ୍ଣ କୁମ୍ଭ କାନ୍ଧରେ ବୋହି ବୋହି ଆଣି ଶିବ ଉପରେ ଜଳଲାଗି କଲେ ଶିବଶଙ୍କର ପ୍ରସନ୍ନ ହୁଅନ୍ତି ବୋଲି ଭକ୍ତଙ୍କ ମନରେ ରହିଛି ଅମାପ ବିଶ୍ଵାସ 🔱
ଆଉ ସେହି ବିଶ୍ଵାସ ଆଧାରରେ ବାବା ଓଁକାରେଶ୍ୱର୍ ମହାଦେବ ମନ୍ଦିର, ଧୁଁପୁର ରେ ଭକ୍ତମନେ ବାବାଙ୍କୁ ଜଳ ଲାଗି କରିବେ🔱
କିପରି ଶୃଙ୍ଖଳିତ ଦର୍ଶନ, ଜଳଲାଗି, ନୀତିକାନ୍ତି ହେବ ସେ ନେଇ ସମସ୍ତ ଭକ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ l 🔱
ବୋଲବମ୍ ହର ହର ବମ୍, ଭୋଲା ବାବା ପାର୍ କରେଗା, ପାର୍ବତୀ ପତି ପାର୍ କରେଗା, ଗଣପତି ପିତା ପାର୍ କରେଗା🔱

କାର୍ଯ୍ୟସୂଚୀ :

1. 03/08/2025 ରବିବାର 2pm ମନ୍ଦିର ରେ ପ୍ରସାଦ ସେବନ କରି ମହାନଦୀ ଘାଟକୁ ଯାତ୍ରା🔱
2. ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରି ଶ୍ରଦ୍ଧାଳୁ ମହାନଦୀ ଘାଟରୁ ଜଳ ଉଠାଇବେ, ଜଳଯାତ୍ରା, ଭଜନ/କୀର୍ତ୍ତନ ଏବଂ ପ୍ରସାଦ ସେବନ l 🔱
3. 04/08/2025 ସୋମବାର ମହାଦେବ ଙ୍କୁ ଜଳଲାଗି, ରୁଦ୍ରାଭିଶେକ,ନାମ ସଙ୍କୀର୍ତ୍ତନ ଓ ପ୍ରସାଦ ସେବନ 🔱

ଶ୍ରାବଣ ପରି ପବିତ୍ର ମାସ ରେ ବାବାଙ୍କ ଜଳଲାଗି ନୀତିକାନ୍ତ ପାଇଁ ( ଅର୍ଥ PPay/Gpay +919938004535 Soumya Ranjan Swain କିମ୍ବା ଶ୍ରମ, ପୂଜା ସାମଗ୍ରୀ, ଗ୍ରୋସରୀ, ପନିପରିବା) ମାଧ୍ୟମରେ ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ 👏👏👏

ଏ କାର୍ଯସୂଚୀ କୁ ସମସ୍ତଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରୁଛୁ, ଜଳ ଲାଗି ପାଇଁ ଇଚ୍ଛୁକ ସମସ୍ତ ଭକ୍ତଙ୍କୁ ଅନୁରୋଧ ମନ୍ଦିର ପୂଜାରୀଙ୍କ ( +91 81440 42923)ସହ ଯୋଗାଯୋଗ କରିବେ🔱

ଓଁ ନମଃ ଶିବାୟ ଓମ୍ ନମଃ ଶିବାୟ

ବଟ ଓଁକାରେଶ୍ୱର୍ ସେବା ପରିଷଦ
9958928581 🔱

interested
Stay in the loop for updates and never miss a thing. Are you interested?
Yes
No

Ticket Info

To stay informed about ticket information or to know if tickets are not required, click the 'Notify me' button below.

Advertisement

Nearby Hotels

Dhuanpur, Jagatsinghpur, India
Get updates and reminders
Advertisement
ଶ୍ରାବଣ ଜଳଯାତ୍ରା ୨୦୨୫, 3 August | Event in Jagatsinghpur | AllEvents
ଶ୍ରାବଣ ଜଳଯାତ୍ରା ୨୦୨୫
Sun, 03 Aug, 2025 at 08:30 am