ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର'ର ସୁବର୍ଣ୍ଣ ଜୟନ୍ତୀ , 28 December

ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର'ର ସୁବର୍ଣ୍ଣ ଜୟନ୍ତୀ

ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର, ମାତୃଭଵନ

Highlights

Sun, 28 Dec, 2025 at 08:00 am

Sri Aurobindo Marg, 753013

Advertisement

Date & Location

Sun, 28 Dec, 2025 at 08:00 am (IST)

Sri Aurobindo Marg, 753013

Post Office-Sri Aurobindo Marg, Zohera Manzil, Police Colony, Madhupatna, Cuttack 753010, India, Cuttack

Save location for easier access

Only get lost while having fun, not on the road!

About the event

ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର'ର ସୁବର୍ଣ୍ଣ ଜୟନ୍ତୀ
ଅଗ୍ରଦୂତ ବନ୍ଧୁଗଣ !

ମାତୃଭବନ ହେଉଛି ଓଡ଼ିଶାରେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଶିକ୍ଷା ଏବଂ ଦର୍ଶନ ପ୍ରତି ସମର୍ପିତ ଏକ ପ୍ରାଣବନ୍ତ କେନ୍ଦ୍ର । ଜୁଲାଇ ୧୮, ୧୯୭୫ ମସିହାରେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନର ପରୀକ୍ଷଣ ପାଇଁ ଏକ ଶିକ୍ଷାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଆମର ପ୍ରିୟ ବିଦ୍ୟାଳୟ 'ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର'ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାରେ ସମସ୍ତ ପ୍ରାକ୍ତନ ଛାତ୍ରଙ୍କୁ ଆମ ସହିତ ଯୋଗଦେବା ପାଇଁ ଆମେ ଅପେକ୍ଷା କରିଅଛୁ । ୧୯୭୫ ମସିହାରେ ପ୍ରତିଷ୍ଠା ହେବା ପରଠାରୁ, ଏହି ଅନୁଷ୍ଠାନ ଅବିଚ୍ଛେଦ୍ୟଭାବେ ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ଆଲୋକବର୍ତ୍ତିକା ହୋଇଆସିଛି । ଏହି ସୁବର୍ଣ୍ଣ ଜୟନ୍ତୀ ପାଳନ କେବଳ ଆମର ଅତୀତକୁ ସମ୍ମାନ ଦେବାର ମୁହୂର୍ତ୍ତ ନୁହେଁ ବରଂ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରମାଣ କରିବାର ମୁହୂର୍ତ୍ତ। ଆପଣମାନଙ୍କ ଉପସ୍ଥିତି ଏହି ଉତ୍ସବକୁ ପ୍ରକୃତରେ ସ୍ୱତନ୍ତ୍ର କରିବ କାରଣ ଆମେ ଏକାଠି ପୁନଃସଂଗଠିତ ହେବୁ ଏବଂ ସୁବର୍ଣ୍ଣ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବୁ ।

ଆମ ଅନୁଷ୍ଠାନର ପ୍ରଥମ ବ୍ୟାଚ୍ ର ଅଗ୍ରଦୂତ ଆଶିଷ ଭାଇ, ଅଂଶୁମାନ ଭାଇ, ଦୀପା ଅପା, ସାନ ବାବୁଲି ଭାଇ, ଯଥା ଅନ୍ୟ ବ୍ୟାଚ୍ ମାନଙ୍କରୁ ଶୁଭେନ୍ଦୁ(ମୁନୁ) ଭାଇ, ଆର୍ତ୍ତ ଭାଇ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ପାଇଁ ଆଗ୍ରହ ପ୍ରକାଶ କରି ତାର ନେତୃତ୍ୱ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ତଳେ ଦିଆଯାଇଥିବା Google Form ମଧ୍ୟମାରେ ପଞ୍ଜିକରଣ କରିବାକୁ ଅନୁରୋଧ। ଏଥିରେ ଅଂଶଗ୍ରହଣ ପାଇଁ ୨୫୦.୦୦ ଟଙ୍କା ରଖାଯାଇଛି । ଆର୍ତ୍ତ ଭାଇଙ୍କ ବାଙ୍କ ଆକାଉଣ୍ଟକୁ UPI ମାଧ୍ୟ୍ୟମରେ ପଠାଇବାକୁ ନିଷ୍ପତି ନିଆଯାଇଛି (Phone No. Google Form ରେ ଦିଆ ଯାଇଅଛି) ।ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇଛୁକ, ସେହିମାନେ ଡ଼ିସେମ୍ବର ୨୦ ତାରିଖ ସୁଦ୍ଧା ନିଜକୁ ପଂଜିକୃତ କରିବାକୁ ଅନୁରୋଧ ।

ତାରିଖ : December 28th (Sunday), 2025
ସ୍ଥାନ: Matrubhawan, Cuttack
ସମୟ : 8.00 AM to 6.30 PM

https://forms.gle/2RCKRmPLXms85Chi8

ଶିକ୍ଷା ଓ ପ୍ରେରଣାର 50 ବର୍ଷ ପାଳନ କରିବାର ଏହି ସୁବର୍ଣ୍ଣମୟ ଅବସରର ସୁଯୋଗ ନେବା ।

Soumit'90
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ :+୯୧ ୯୪୩୭୦ ୫୯୪୬୩

Follow:
https://www.facebook.com/matrubhabanctc

interested
Stay in the loop for updates and never miss a thing. Are you interested?
Yes
No

Ticket Info

To stay informed about ticket information or to know if tickets are not required, click the 'Notify me' button below.

Advertisement

Nearby Hotels

Sri Aurobindo Marg, 753013, Post Office-Sri Aurobindo Marg, Zohera Manzil, Police Colony, Madhupatna, Cuttack 753010, India, Cuttack
Get updates and reminders
Ask AI if this event suits you
Advertisement
ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର'ର ସୁବର୍ଣ୍ଣ ଜୟନ୍ତୀ , 28 December
ଶ୍ରୀଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର'ର ସୁବର୍ଣ୍ଣ ଜୟନ୍ତୀ
Sun, 28 Dec, 2025 at 08:00 am