ସ୍ବର୍ଗତ ଶିବ ପ୍ରସାଦ ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକ , 19 October

ସ୍ବର୍ଗତ ଶିବ ପ୍ରସାଦ ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକ

ସୁରକ୍ଷା ମଞ୍ଚ ,ଜଟଣୀ

Highlights

Sun, 19 Oct, 2025 at 09:30 am

ସୁରକ୍ଷା ମଞ୍ଚ ,ଜଟଣୀ

Advertisement

Date & Location

Sun, 19 Oct, 2025 at 09:30 am (IST)

ସୁରକ୍ଷା ମଞ୍ଚ, ଜଟଣୀ

JATNI, KHURDA, ODISHA, Bhubaneswar, India

Save location for easier access

Only get lost while having fun, not on the road!

About the event

ସ୍ବର୍ଗତ ଶିବ ପ୍ରସାଦ ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକ
ଜଟଣୀ ର ରକ୍ତ ଦାତା ଭାବରେ ବେଶ୍ ଜଣା ଶୁଣା ସ୍ବଃ ଶିବ ପ୍ରସାଦ ମହାନ୍ତି ଙ୍କ ର ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆସନ୍ତା ୧୯/୧୦/୨୦୨୫( ରବିବାର) ଦିନ ନିମ୍ନ ଲିଖିତ ସୂଚନା ଅନୁଯାୟୀ କାର୍ଯ୍ୟକ୍ରମ ପାଳିତ ହେବ । ତେଣୁ ଆପଣ ମାନଙ୍କୁ ଅନୁରୋଧ ବହୁଳ ମାତ୍ରା ରେ ରକ୍ତ ଦାନ କରି ସେ ମହାନ ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତୁ। ତତ୍ ସହିତ ମାଗଣା ଦନ୍ତ ଚିକିତ୍ସା ଓ ମାଗଣା ଚକ୍ଷୁ ପରୀକ୍ଷା ମଧ୍ୟ କରାଯିବ । ତେଣୁ ଆପଣ ନିଜ ପରିବାର ସହ ଆସି ଏହି କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ ।

*ସ୍ଥାନ - ଅଗ୍ରୱାଲ ଧର୍ମଶାଳା
ପଞ୍ଜାବ ନେସନାଲ ବ୍ୟାଙ୍କ ପାଖ
ଜଟଣୀ
ସମୟ - ସକାଳ ୯:୩୦ ଠାରୁ ୧:୩୦ ପର୍ଯ୍ୟନ୍ତ ୧୯/୧୦/୨୦୨୫(ରବିବାର)*


ସମସ୍ତ ଙ୍କ ର ଉପସ୍ଥିତି ଆମର କାମ୍ୟ ।


*ସୁରକ୍ଷା ମଞ୍ଚ ,ଜଟଣୀ*

interested
Stay in the loop for updates and never miss a thing. Are you interested?
Yes
No

Ticket Info

To stay informed about ticket information or to know if tickets are not required, click the 'Notify me' button below.

Advertisement

Nearby Hotels

ସୁରକ୍ଷା ମଞ୍ଚ ,ଜଟଣୀ, JATNI,KHURDA,ODISHA, Bhubaneswar, India
Get updates and reminders
Ask AI if this event suits you
Advertisement
ସ୍ବର୍ଗତ ଶିବ ପ୍ରସାଦ ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକ , 19 October
ସ୍ବର୍ଗତ ଶିବ ପ୍ରସାଦ ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକ
Sun, 19 Oct, 2025 at 09:30 am