Vista Rooms At Narayan Park, Dilip Nagar, Daman, Dadra and Nagar Haveli and Daman and Diu, India
Free Tickets Available
Fri, 27 Jun, 2025 at 12:00 am to 08:00 pm (IST)
Vista Rooms At Narayan Park, Dilip Nagar, Dadra and Nagar Haveli and Daman and Diu
https://maps.app.goo.gl/FztwQVQ4xY44md9R6, Daman, India
*Draft*
Jay jagannath
ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦ ଆସନ୍ତା *27/06/2025* ଦିନ ଦମନ ସ୍ତ୍ତିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ଉତ୍ସବ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ର ମହା ଆଡ଼ମ୍ବରରେ ପାଲନ କରାଯିବ
*ଅଦ୍ୟ ଦିବସରେ ମହାପ୍ରଭୁଙ୍କର ଏହି ଅଲୌକିକ ଦିବ୍ୟ ରୂପ କୁ ଆପଣ ମାନେ ନିଜର ଚର୍ମ ନେତ୍ର ରେ ଦର୍ଶନ କରି ମହାପ୍ରଭୁଙ୍କର ଆଶ୍ରିବାଦ୍ ଲାଭ କରିବା ସହିତ ନିଜକୁ କୃତାର୍ଥ ମନେ କରିବା ହେବେ*
ଭକ୍ତବୃନ୍ଦ ମହାପ୍ରଭୂଙ୍କର ଏହି ରଥ ଯାତ୍ରା ଉତ୍ସବ ଉପଲକ୍ଷେ ମହାପ୍ରଭୂଙ୍କର ବିଶେଷ ସେବା ଅର୍ପଣ ଲାଗି ସମସ୍ତ ଶ୍ରୀ ଜଗନ୍ନାଥ ଭକ୍ତବୃନ୍ଦ ମାନ ଙ୍କୁ ଅନୁରୋଧ।
*ବିଶେଷ ସେବା*
1- ମହାପ୍ରଭୁ ଙ୍କର ମହାପ୍ରସାଦ ସେବା =30000/-
2- ମହାପ୍ରଭୁ ଙ୍କର ବିଶେଷ ପୂଜା ଏବଂ ଯଜ୍ଞାଦି କର୍ମ ସେବା =10000/-
3- ମହାପ୍ରଭୂ ଙ୍କର ପାଟବସ୍ତ୍ର ସେବା =21000/-
4- ମହାପ୍ରଭୁଙ୍କର ତୁଳସୀ ସେବା =5000/-
5-ମହାପ୍ରଭୁଙ୍କର ପତିତପାବନ ସେବା =5000/-
6- ମହାପ୍ରଭୁଙ୍କର ଛପନ ଭୋଗ ସେବା= 5000/-
7-ମହାପ୍ରଭୁଙ୍କର ପୁଷ୍ପ ଓ ପୁଷ୍ପ ସମାହାର ସେବା= 15000/-
8- ଖିଚିଡି ପ୍ରାସାଦ ସେବା =3000
9- ମହାପ୍ରଭୁ ଙ୍କର୍ ଅଳଙ୍କାର ସେବା (ମକୁଟ ଇତ୍ୟାଦି=5000)
*ଶ୍ରୀ ଜଗନ୍ନାଥଙ୍କ ମନ୍ଦୀର ଦମନ*
Contact No.
- Abinasha Mishra(7620869559 )
- Ramesh Mahanty (9727220675)
- shantanu Acharya(9328196854)
Follow Below Link:
https://maps.app.goo.gl/FztwQVQ4xY44md9R6
ଜୟ ଜଗନ୍ନାଥ 🙏🙏
Tickets for Rath Yatra (ରଥ ଯାତ୍ରା) ଶ୍ରୀ ଗୁଣ୍ଡିଚା ଯାତ୍ରା , Daman (ଦମନ), ଶ୍ରୀ ଜଗନ୍ନାଥ ମନ୍ଦିର ଦମନ can be booked here.
Abinash Mishra
1 Followers