Safe Our Culture , 1 March | Event in Chapra | AllEvents

Safe Our Culture

Bhabanisankar Sarangi

Highlights

Sun, 01 Mar • 12:00 AM

1 hour

Indian

Advertisement

Date & Location

Sun, 01 Mar • 12:00 AM (IST)

Indian

Mashrak, Bihār, India, Chapra

Save location for easier access

Only get lost while having fun, not on the road!

About the event

Safe Our Culture
ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅନୁରୋଧ

2027 MARCH ସୁଦ୍ଧା ଭାରତୀୟ ଜନଗଣନା ଶେଷ ହେବାକୁ ଯାଉଛି। ଜନଗଣନା ଅଧିକାରୀମାନେ ତଥ୍ୟ ସଂଗ୍ରହ କରିବାକୁ ଶୀଘ୍ର ଆପଣଙ୍କୁ ଦେଖା କରିବେ |

ଆପଣଙ୍କୁ ମାତୃଭାଷା ପଚରାଯିବା ପରେ ଆପଣ ଜାଣିଥିବା ଭାଷା ବିଷୟରେ ଯେତେବେଳେ ପଚରାଯିବ ସେତେବେଳେ ଦୟାକରି *"ସଂସ୍କୃତ"* କୁ ଆପଣ ଜାଣିଥିବା ଭାଷା ମଧ୍ୟରୁ ଗୋଟିଏ ଭାବରେ କହିବେ | ଯଦିଓ ସମସ୍ତେ ସଂସ୍କୃତ କହିପାରନ୍ତି ନାହିଁ କିନ୍ତୁ ଆମେ ନିଶ୍ଚିତ ଭାବରେ ଏହାକୁ ପ୍ରତିଦିନ ଆମର ପ୍ରାର୍ଥନା, ଜପ, ଶ୍ଲୋକ ଏବଂ ସମସ୍ତ ରୀତିନୀତି ଓ ପୂଜାରେ ବ୍ୟବହାର କରିଥାଉ |

ଗତ ଜନଗଣନା ଅନୁଯାୟୀ, ସମଗ୍ର ଦେଶରେ ସଂସ୍କୃତ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମାତ୍ର ଦୁଇ ହଜାର ଥିଲା। ଯେତେବେଳେ କି ଆରବୀ ଏବଂ ପାର୍ସୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସେଠି ସେମାନେ ସେହି ଭାଷାଗୁଡ଼ିକର ବିକାଶ ପାଇଁ ପାଣ୍ଠି ମଧ୍ୟ ପାଇଛନ୍ତି | ଯଦି ସଂସ୍କୃତ ଭାଷା ଏକ *'ବିଲୁପ୍ତ'* ଭାଷା ଭାବରେ ଘୋଷିତ ହୁଏ ତେବେ ଆମର ପ୍ରାଚୀନ ଧର୍ମ ଗ୍ରନ୍ଥ, ବେଦ, ପୁରାଣ ଇତ୍ୟାଦି ଆଉ ମୁଦ୍ରଣ ହେବନାହିଁ। ଆମେ ଆମ ମୂଳରୁ କଟି କଟି ଯିବା ଓ ଶେଷରେ ପୂଜାର୍ଚ୍ଚନା ଅର୍ଥ DJ ବଜାଇବା ରୀତି ହୋଇ ରହିବ।

ସଂସ୍କୃତ ହେଉଛି ଭାରତର ସବୁଠାରୁ ପ୍ରାଚୀନ, ସୁନ୍ଦର ଭାଷା। ଏହା ସବୁ ଭାଷାର ଜନନୀ। ଏହି ଭାଷାକୁ ଜୀବନ୍ତ ରଖିବା ଆମର ସମସ୍ତଙ୍କର ଦାୟିତ୍ବ | ଯଦି ସଂସ୍କୃତ କୁ 'ବିଲୁପ୍ତ' ଭାଷା ଭାବରେ ଘୋଷିତ କରାଯାଏ ତେବେ ଭାଷାର ବିକାଶ ଏବଂ ବିସ୍ତାର ପାଇଁ କୌଣସି funding/ ଅର୍ଥ ମିଳିବ ନାହିଁ | ହୁଏତ ଆମେ ସଂସ୍କୃତକୁ ସବୁଦିନ ପାଇଁ ହରାଇବା |

କେବଳ ଆମର ସଚେତନ ପ୍ରୟାସ ସଂସ୍କୃତକୁ ଜୀବନ୍ତ ରଖିପାରିବ | ଏବେବି ବିଳମ୍ବ ହୋଇନାହିଁ | ଦୟାକରି ସଂସ୍କୃତକୁ ଯଥାସମ୍ଭବ ଶିଖନ୍ତୁ |

ଯଦି ଆପଣ ଠିକ ମନେ କରନ୍ତି ତେବେ ଯଥାଶୀଘ୍ର ଏହାକୁ ସମସ୍ତ ସାଙ୍ଗମାନଙ୍କୁ ସେୟାର କରନ୍ତୁ .. �

interested
Stay in the loop for updates and never miss a thing. Are you interested?
Yes
No

Ticket Info

To stay informed about ticket information or to know if tickets are not required, click the 'Notify me' button below.

Advertisement

Nearby Hotels

Indian, Mashrak, Bihār, India, Chapra
Get updates and reminders

Host Details

Bhabanisankar Sarangi

Bhabanisankar Sarangi

Are you the host? Claim Event

Advertisement
Safe Our Culture , 1 March | Event in Chapra | AllEvents
Safe Our Culture
Sun, 01 Mar • 12:00 AM