Event

Sambalpuri Din

Advertisement

ଇଥର ଦୁଲକିବା ବେହେରାମାଲ ନବ ଦାସ ଅଡିଟୋରିୟମ
ସମ୍ବଲପୁରୀ ମଏ ହେଇଜିବା ଚାରହି କୁଦି, ଝାରସୁଗୁଡା ସହର
ଆଜ୍ଞା ମାନେ ନିଉତା ରହେଲା ନାଇ ଭୁଲବେ
#ସମ୍ବଲପୁରୀ ଭାଷା ସାହିତ୍ୟର ମୁଲିହାର୍ ଗୁରୁ #ସତ୍ୟନାରାୟଣ ବହିଦାର ଆଜ୍ଞାଙ୍କର ଜନମ ଦିନ୍ ଅଗଷ୍ଟ ୧ #ସମ୍ବଲପୁରୀ ଦିନ୍
ଠାନ୍ - ନବ ଦାସ ଅଡିଟୋରିୟମ ବେହେରାମାଲ_ଝାରସୁଗୁଡା
ଆୟୋଜକ୍ - #ପଶ୍ଚିମାଞ୍ଚଲ_ଏକତା_ମଞ୍ଚ_ଝାରସୁଗୁଡା
.
#1 #august #sambalpuri #din2025
.
ଅଗଷ୍ଟ ୧ ସମ୍ବଲପୁରୀ ଦିନ । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିବସ । ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାର ପ୍ରଚାର ପ୍ରସାର ଏହି ଦିବସର ମୂଳ ଉଦ୍ଦେଶ୍ୟ ।
.
ସମସ୍ତଙ୍କୁ ନିୟୁତା ରାହେଲା ଆସବ
.
ଠାନ ନୂଆ ବନା ହେଉଥିବା ନବ ଦାଶ ଓଡିଟୋରିୟମ
ବେହେରାମାଲ
ତାରିଖ ୦୧ ଅଗଷ୍ଟ ୨୦୨୫ ଶୁକ୍ରବାର
ସମୀୟା ସକାଳର ୦୯ ରୁ ରାତିର ୦୯
.
#paschimanchalektamanchjharsuguda #pemjharsuguda #sambalpuridin2025 #1august #gurusatyanarayanbohidar #sambalpuridin #jharsuguda #instagood #instagram



Advertisement
Share with someone you care for!

Best of Sambalpur Events in Your Inbox